Breaking News

ଫଟୋରେ ଖବର


ଜଟଣୀ--- ରାଜ୍ୟରେ କରୋନାକୁ ନେଇ ସମସ୍ତେ ଚିନ୍ତିତ । କରୋନା କମିବାର ନାଁ ଗନ୍ଦ ଧରୁ ନାହିିଁ । ଜଟଣୀ ପୋଲିସ ପକ୍ଷରୁ ଜାତୀୟ ରାଜପଥ ଉପରେ ଗାଡି ମଟର ଗୁଢିକ ଯାଞ୍ଚ କରାଯାଉଛି । ଆଗକୁ ନ ଯିବା ପାଇଁ ଗାଡିର ଡ୍ରାଇଭର ଓ ମାଲିକ ମାନଙ୍କୁ ସଚେତନତା କରାଯାଉଥିବାର ଦେଖାଯାଇଛି ।
 ଜଟଣୀରୁ ଇଫେତଖାର ଅଲ୍ଲୀ  

Blog Archive

Popular Posts