Breaking News

ଜଟଣୀରେ ଲକ୍ ଡାଉନ ସ୍ଥିତି ପରଖିଲେ ଜିଲ୍ଲାପାଳ


 ଜଟଣୀ--- ସାରା ଦେଶରେ କରୋନା ତାର କାୟା ବିସ୍ତାର କରି ଚାଲିଛି । କମିବାର ନାଁ ଗନ୍ଦ ଧରୁନାହିଁ । ଏହାକୁ ନଜର କରି ରାଜ୍ୟର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଲକ୍ ଡାଉନ ଘୋଷଣା କରିଛନ୍ତି । ଜଟଣୀ ରେ ଲକ୍ ଡାଉନ ସ୍ଥିତିି ଆଜି ସକାଳେ  ଖୋର୍ଦ୍ଦା ଜିଲ୍ଲାପାଳଙ୍କ ସହ ଅନ୍ୟ ଅଧିକାରୀ ମାନେ ବୁଲିକି ଦେଖିଥଲେ ।
ଜଟଣୀରୁ ଇଫେତଖାର ଅଲ୍ଲୀ 

Blog Archive

Popular Posts