Breaking News

କେରଳରେ ଅଟକି ରହିଛନ୍ତି ୩୦ ଜଣ ଓଡ଼ିଆ ଶ୍ରମିକ


 ସାକ୍ଷୀଗୋପାଳ---   ପୁରୀ ଜିଲ୍ଲାର ପ୍ରାୟ୩୦ ଜଣ ଶ୍ରମିକ କେରଳରେ ଅଟକି ରହିଛନ୍ତି । ସେମାନେ ଭାବିଥିଲେ ଜନତା କର୍ଫ୍ୟୁ ଜାରି ହୋଇଛି ପରେ ଠିକ ହୋଇଯିବ । ମାତ୍ର କରୋନା ଯୋଗୁ ଲକ୍ ଡାଉନ ଜାରି ହେବ ବୋଲି ସେମାନେ ଭାବିନଥିଲେ । ସେମାନଙ୍କ ପାଖରେ ଯାହା ଖାଦ୍ୟ ସାମଗ୍ରୀ ଥିଲା ତାହା ସରିଗଲାଣି । ଏବେ ଉପାସରେ ରହିଛନ୍ତି ।   ସତ୍ୟବାଦୀ ବ୍ଲକ ଓ ପୁରୀର ଛଇତନା ଅଞ୍ଚଳର ବୋଲି ଜଣାପଡିଛି।ଏମାନେ ସରକାରଙ୍କ ପାଖରେ ଗୁହାରି କରୁଛନ୍ତି ଯେ ସେମାନଙ୍କୁ କେମିତି ଓଡିଶା ଆସିବାପାଇଁ ବନ୍ଦୋବସ୍ତ କରିବାପାଇଁ ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି । 
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts