Breaking News

ଗୋଆରେ ଫସିଛନ୍ତି ଓଡ଼ିଆ ଶ୍ରମିକ


 ଓଡ଼ଗାଁ ଗୋଆରେ ଫସିଛନ୍ତି ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୁନାମୁହିଁ ଗ୍ରାମପଞ୍ଚାୟତର ୨୦ ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକ । ସମଗ୍ର ଦେଶରେ ଲକ ଡାଉନ ଚାଲିଥିବା ବେଳେ ଖାଇବା ପାଇଁ କିଛି ନ ପାଇଁ ସେ ମାନ୍ୟବର ପ୍ରଧାନମନ୍ତ୍ରୀ ,ମୁଖ୍ୟମନ୍ତ୍ରୀ ଓଡିଶା ,ଏବଂ ନୟାଗଡ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଏକ ଭିଡିଓ ମାଧ୍ୟମରେ ଆକୁଳ ଅନୁରୋଧ କରିଛନ୍ତି । ତାଙ୍କୁ ସେ ଜାଗାରୁ ସମ୍ପୂର୍ଣ୍ଣ ଉଦ୍ଧାର କରିବା ପାଇଁ  ବିନୀତ ଅନୁରୋଧ  କରିଛନ୍ତି । ଏହି ଭିଡିଓ ଟିକୁ ମହୁମାତ୍ରାରେ ସେୟାର କରିବା ପାଇଁ ନିବେଦନ କରିଛନ୍ତି । 
ଓଡ଼ଗାଁ/ କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts