Breaking News

ଫଟୋରେ ଖବର


ବରଗଡ଼--- ବରଗଡ଼ ଜିଲ୍ଲାର ଅତାବିରା ପୋଲିସ ପକ୍ଷରୁ ଲକ୍ ଡାଉନର ସପ୍ତମ ଦିବସ ରେ କଡାକଡି କରାଯାଇଛି । ଅନ୍ୟ ଜିଲ୍ଲାରେ ପୋଲିସ ଲକ୍ ଡାଉନ୍ ଖିଲାପ କାରିଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଅତାବିରା ପୋଲିସ ସଚେତନତା କରାଉଛି ।  
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts