ଫଟୋ ରେ ଖବର
ବରଗଡ଼ --- ବରଗଡ଼ ଜିଲ୍ଲାରଲହଣ୍ଡା ଯିବା ରାସ୍ତାରେ ଗୋଡଭଗା ଛକରୁ ବାମ ପାର୍ଶ୍ଵରେ ଏକ ବେସରକାରୀ କ୍ଲିନିକ୍ ରେ କରୋନା ଭାଇରସ ର ପ୍ରିଭେଣ୍ଟିଭି ଏଠାରେ ମିଳୁଛି ବୋଲି ବୋର୍ଡ ଲାଗିଛି । ଅନ୍ୟ ପକ୍ଷେ ରାଜ୍ୟ ସରକାର କରୋନା ପାଇଁ କୋୖଣସି ମେଡିସିନ ବାହାରି ନାହିଁ ବୋଲି କହିଛନ୍ତି । ଏଣୁ ଜିଲ୍ଲାପାଳ ତୁରନ୍ତ ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ