Breaking News

ଅତାବିରା ଏନଏସି କତ୍ତୃପକ୍ଷ ଲକ୍ ଡାଉନ୍ ନିୟମ ଭାଙ୍ଗିଲେ


ବରଗଡ଼ -- ବିଶ୍ୱ ବ୍ୟାପି କରୋନା ମହାମାରୀ ପାଇଁ ସାରା ଭାରତରେ ଦୀର୍ଘ ୨୧ଦିନ ଧରି ଲକ୍ ଡାଉନ ଘୋଷଣା କରାଯାଇଛି । ଆଜି ଏନଏସି ତରଫରୁ ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ବଣ୍ଟନ କରିବା ପାଇଁ ଡକାଯାଇଛି । ଅନ୍ୟ ପକ୍ଷେ ଗହଳି ନ କରି  ନିଜ ନିଜ ୱାର୍ଡକୁ ଯାଇ ଭର୍ତ୍ତା ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଅତାବିରା ଏନଏସି ଅଧିକାରୀ  ଗହଳି କରି ଭତ୍ତା ବଣ୍ଟନ କରାଯାଉଥିବା ଦେଖାଯାଇଛି । ଯେଉଁ ମାନେ ଏଠାରେ ଏକାଠି ହୋଇଥିଲେ ସେମାନେ ମଧ୍ୟ ସମଦୂରତା ରକ୍ଷା କରିନାହାନ୍ତି । ଏଣୁ ଜିଲ୍ଲାପାଳ ତୁରନ୍ତ ଏଦିଗ ପ୍ରତି ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ନିବେଦନ କରାଯାଇଛି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts