୪ମାସର ଦରମା ମିଳିବ
ସାକ୍ଷୀଗୋପାଳ----- କରୋନା ରୋଗକୁ ନେଇ ରାଜ୍ୟ ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି । ମାତ୍ର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନେ ୪ ମାସର ଦରମା ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି । ଜୁନ ମାସ ପର୍ଯ୍ୟନ୍ତ ଆଗତୁରା ଦରମା ଦିଆଯିବ ସେମାନଙ୍କ ର ମନୋବଳ ବୃଦ୍ଧି କରିବା ପାଇଁଁ ଏହା କରାଯାଇଛି । ଧୀରେନ୍ଦ୍ର ସେନାପତି