Breaking News

ବିଚାରଧିନ କଏଦୀଙ୍କ ମୃତ୍ୟୁ

କୋଣାର୍କ----ରାମଚଣ୍ଡିଥାନା ଅଧିନ ବାଙ୍ଗର ଠାରେ ଥିବା ପୁରୀ ଜିଲ୍ଲା କାରାଗାରରେ ଜଣେ ବିଚରାଧିନ କଏଦୀଙ୍କର ମୃତୁୃ୍ୟ ହୋଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ୨୯.୯.୨୦୧୯ରୁ ଏକ ବଳତ୍କାର କେସରେ ପଡି ପୁରୀ ବାଲି ମୋଚି ସାହୀର ପି.ହାଡି ଦାସ (୩୫)ବିଚାରଧିନ କଏଦୀ ଭାବେ ଜିଲ୍ଲା କାରାଗାରରେ ବନ୍ଦୀ ଥିଲେ । ମଙ୍ଗଳବାର ଦିବା ୧୦ଟା ସମୟରେ ସେ ବାତ ଜନିତ ରୋଗରେ ଆକ୍ରାନ୍ତ ହେବା ପରେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଜେଲ କର୍ତୁପକ୍ଷ ସାଙ୍ଗେ ସାଙ୍ଗେ ପୁରୀ ମୁଖ୍ୟ ଚିକିସ୍‌ôାଳୟକୁ ନିଆଯାଇଥିଲା । ସେଠାରେ ଶ୍ରୀ ଦାସଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ପରେ ମୃତ ଶ୍ରୀ ଦାସଙ୍କ ଶବକୁ ବ୍ୟବଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା କାରାଗାର ଅଧିକ୍ଷକ ଦିଲ୍ଲିପ ଯେନାଙ୍କ ଠାରୁ ପ୍ରକାଶ ।
କୋଣାର୍କରୁ ଅଜିତ କୁମାର ମଲିକ 

Blog Archive

Popular Posts