Breaking News

ସଉଦା କିଣି ବାକୁ ଲୋକଙ୍କ ପାଇଁ କିଛି କଟକଣା


ପୁରୀ-- କରୋନା ସତର୍କତା ନେଇ ପୁରୀ ରେ ଲକ ଡାଉନ ଜାରି ରହିଛି। ତେବେ ପରିବା ,ସଉଦା କିଣି ବାକୁ ଲୋକଙ୍କ ପାଇଁ କିଛି କଟକଣା ଜିଲା ପ୍ରଶାସନ ଜାରି କରିଛି।  ସନ୍ଧ୍ୟା ୬ ଟା ପରେ କେଵଳ ଔଷଧ ଦୋକାନ ଖୋଲା ରହିବ। ସେହିପରି ଅସନ୍ତା କାଲି ଠାରୁ ନିରାଶ୍ରୟ ଲୋକ ଙ୍କୁ ଉଧାର କରାଯିବ। ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା ସରକାର କରିବେ। ଏନେଇ ଏକ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି।୬୩୭୦୯୬୭୧୦୦/୬୩୭୦୯୭୨୧୦୦। ଏହି ନମ୍ବର ରେ ଲୋକ ମାନେ ଜିଲା ପ୍ରଶାସନ କୁ ଫୋନ କରି ନିରାଶ୍ରୟ ଙ୍କୁ ଉଧାର କରିବାରେ ସାହାଯ୍ୟ କରିବାକୁ ପୁରୀ ଜିଲାପାଳ ଅନୁରୋଧ କରିଛନ୍ତି। 
ପୁରୀ ରୁ ଜୟନ୍ତ କୁମାର ସେଠୀ
 

Blog Archive

Popular Posts