ବିଦ୍ୟୁତ ଖୁଣ୍ଟ ଏବେ ସାଜିଛି ବ୍ୟାନର ଖୁଣ୍ଟ
ବରଗଡ--- ବରଗଡ ଜିଲ୍ଲା ଅତାବିରା ବ୍ଳକ ସ୍ଥିତ ଗୋଡଭଗା ତଚରଚମ୫୪ନଂ ରାଜ୍ୟ ରାଜପଥର ଦୁଲମପୁର ଛକ ନିକଟରେ ଦୁଇଟି ବିଦ୍ୟୁତ ଖୁଣ୍ଟପୋତା ଯାଇ ସୁନା ଦେକାନର ବ୍ୟାନର ହୋଡିଂ ମରାଯାଇଛି । ଏହି ରାସ୍ତାରେ ସମସ୍ତେ ଯାଉଛନ୍ତି ଆସୁଛନ୍ତି । ମାତ୍ର କାହାରି ନଜର ପଡୁନାହିଁ । ଜଣାପଡିଛି ଯେ ଏନଟିପିସି ଦିନ ଦୟାଲ ଯୋଜନାରେ ଆସିଥିବା ବିଦ୍ୟୁତ ଖୁଣ୍ଟ ଏଠାରେ କିେଏସେ କହିଁକି ବିଦ୍ୟୁତ ଖୁଣ୍ଟ ପୋତିଛି ତାହା ତଦନ୍ତ ସାପେକ୍ଷ ହୋଇପଡିଛି ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ