Breaking News

ସତ୍ୟବାଦୀ ଥାନାରେ ଦୁଇ ଅଫିସର ଯୋଗଦେଲେ


ସାକ୍ଷୀଗୋପାଳ-- ସାକ୍ଷୀଗୋପାଳ ଥାନାରେ ଦୁଇଜଣ ନୂତନ ସବଇନିସିପେକ୍ଟର ଭାବେ ଯୋଗ ଦେଇଛନ୍ତି । ସେମାନେ ହେଲେ ସୁରେନ୍ଦ୍ର ନାଥ ସେନାପତି, ଦୁଶାସନ ବିଶ୍ୱାଳ ବୋଲି ଜଣାପଡିଛି । ଏମାନେ ଆଜି କାର୍ଯ୍ୟରେ ଯୋଗଦେଇ କରୋନା ପାଇଁ ଲାଗୁ ହୋଇଥିବା ଲକ୍ ଡାଉନକୁ ଅମାନ୍ୟ କରୁଥିବା ଲୋକମାନଙ୍କୁ ସଚେତନତା କରାଇଥିବାର ଜଣାପଡିଛି  ।ୈ
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ 

Blog Archive

Popular Posts