Breaking News

ରାମ ଚରିତ ମାନସ ଆରମ୍ଭ

ବେଗୁନିଆ ---- ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ସପ୍ତଦୋଳ ପଡିଆରେ  ପ୍ରତିବର୍ଷ ଭଳି ଚଳିତ ବର୍ଷ   ରାମଚରିତ ମାନସ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ  ଗତ ୧ ତାରିଖରୁ ଆରମ୍ଭ ହୋଇଛି । ଏହା ଚଳିତ ମାସ ୯ ତାରିଖ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତ ମାନେ ପ୍ରକାଶ କରିଛନ୍ତି । ପ୍ରତିଦିନ ସକାଳେ  ବ୍ୟାସଙ୍କ ଦ୍ୱାରା ସୂର୍ଯ୍ୟପୂଜା ଓ ସନ୍ଧ୍ୟାରେ ବିଶିଷ୍ଟ ପ୍ରବଚକ ମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts