Breaking News

ଅଷ୍ଟ ପ୍ରହର ନାମଯଜ୍ଞ

ବେଗୁନିଆ--- ବେଗୁନିଆ ବ୍ଲକ ଅନ୍ତର୍ଗତ ବୋତଳମା ପଞ୍ଚାୟତର ଛତ୍ରପଡା ଗ୍ରାମର କଳିଙ୍ଗ କ୍ଲବ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ   ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ନାମ ଯଜ୍ଞରେ ଛତ୍ରପଡା,ମୁକ୍ତାପୁର,ଯାଜପୁର ଓ ଭୂଷଣ୍ଡପୁର ସଂକୀର୍ତନ ମଣ୍ଡଳୀ  ଅଂଶ ଗ୍ରହଣ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts