Breaking News

ଫଟୋରେ ଖବର


ଜଟଣୀ---- ଦେଶରେ ଗୋଟିଏ କଥା କରୋନା । ଏହାକୁ ରୋକିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ଆମର ପିୟ ମୁଖ୍ୟମନ୍ତ୍ରୀ । ଏହାକୁ ନଜର କରି ଜଟଣୀ ବଜାରରେ ଲକ ଆଉଟ ଘୋଷଣା କରାଯାଇଛି । ଆଜି ପୋଲିସ ପ୍ରଶାସନ ପକ୍ଷରୁ ଅବଶ୍ୟକୀୟ ଦେକାନ ଗୁଡିକକୁ ଛାଡି ଦେଲେ ଅନ୍ୟ ଦେକାନ ବଜାର ଗୁଡିକ ବନ୍ଦ କରାଯାଇଛି । ଏହାକୁ ମଧ୍ୟ ବ୍ୟବସାୟୀ ମାନଙ୍କର ବିପୁଲ କ୍ଷତି ହେଉଥିବା ସ୍ଥଳରେ ଦେଶର ଉନ୍ନତି ପାଇଁ ।ଦକାନ ବଜାର ଗୁଡିକ ବନ୍ଦ କରାଯାଇଥିବା ଜଣାପଡିଛି ।
ଜଟଣୀରୁ ଇଫେତଖାର ଅଲ୍ଲୀ 

Blog Archive

Popular Posts