Breaking News

୩୦ ଗ୍ରାମ ଧଳା ଜହର ଜବତ; ଜଣେ ଗିରଫ

ସାକ୍ଷୀଗେ।।ପଳ ----- ପୁରୀ ଅବକାରୀ ବିଭାଗ ସାକ୍ଷୀଗୋପାଳ ଥାନା ଅଧୀନରେ ଥିବା ୩୧୬ନଂ ଜାତୀୟ ରାଜପଥ ଉପରୁ ୩୦ ଗ୍ରାମ ବାଉନ୍ସସୁଗାର ଜବତ କରିଛନ୍ତି । ଏହାକୁ ନେଇକି ଯାଉଥିବା ଡେଲାଙ୍ଗ ଥାନା ଅନ୍ତର୍ଗତ ସେବକସାହିପାଟଣା ଗ୍ରାମର ଗଗନ ସାହୁଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଆସନ୍ତା କାଲି ତାଙ୍କୁ କୋର୍ଟକୁ ପଠାଯିବ ବୋଲି ଜଣାପଡିଛି । ମାତ୍ର ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ଏହି ବେପାରର ମୁଖ୍ୟ ବା କିଙ୍ଗିପିନକୁ ଧରିବାରେ ବିଫଳ ହୋଇଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts