Breaking News

ବରୀରେ ସୁଜୁକିଶୋ-ରୁମ ଉଦଘାଟିତ

ବରୀ---- ବରୀବ୍ଲକ ଅନ୍ତର୍ଗତ ଅଟିରା ପଞ୍ଚାୟତସ୍ଥିତ ସନ୍ଥନମଠ ଛକରେ ମଙ୍ଗଳବାର ସୁଜ୍କି ଶୋ-ରୁମ ଉଦଘାଟିତ ହୋଇଯାଇଛି । ଏହାକୁ ସାମାଜିକ କର୍ମୀ ବାସୁଦେବ ସାମଲ ଫିତା କାଟି ଉଦଘାଟନ  କରିଥିଲେ । ଏହି ସୁଜି୍କି ଶୋ-ରୁମର ନାମ କନକ ମଟର୍ସ ନାମରେ ନାମିତ କରାଯାଇଛି । ଏହି ସୋ ରୁମ ବରୀରେ ପ୍ରଥମ ଏହାର ପ୍ରୋପାଇଟର ମଣ୍ଟୁ ସାମଲ ନୂଆ ବର୍ଷ ପାଇ  ଗ୍ରାହକ ମାନଙ୍କୁ ନଗଦ କିଣା ଉପରେ ହେଲମେଣ୍ଟ,  ଟାଙ୍କି ଫୁଲ ପେଟ୍ରୋଲ ଓ ୨ ହଜାର ଟଙ୍କ ରିହାତି ରଖିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଉତ୍ସବରେ ସୁବ୍ରତ ବେଉରିଆ, ଜ୍ୟୋତି ରଂଜନ ମିଶ୍ର, ପ୍ରଭାକର ସାହୁ ସମତେ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ୍
ବରୀରୁ -ଦର୍ଶନ ବେହେରାଙ୍କ ରିପୋଟ
 D Behera
Bari

Blog Archive

Popular Posts