 |
Delang news |
ଡେଲାଙ୍ଗ ----- ଡେଲାଙ୍ଗ ହାଟ ବଜାର ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପିପୁଲ ଫର ସେବା ଅନୁଷ୍ଠାନ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଛି । ମେଡିକାଲ ପରିସରରେ ଥିବା ଅନାବନା ଗଛ ଓ ଅଳିଆ ଅବଜ୍ଜନା ଗୁଡିକ ସଫେଇ କରାଯାଇଥିଲା । ମେଡିକାଲରେ ଥିବା ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ପରେ ପରେ ମେଡିକାଲ ଆଗରେ ଦୁର୍ଗାପୂଜା ମଣ୍ଡପ ପରିସର ସଫେଇ କରାଯାଇଥିଲା । ଏହି କାର୍ଯ୍ୟକମରେ ପ୍ରକାଶ ସାହୁ, ବିଶ୍ୱ ଦିକ୍ଷିତ, ପ୍ରଶାନ୍ତ ସାହୁ, ରାହୁଲ ପାତ୍ର, ବିଶ୍ୱଜିତି ଦଳେଇ, ଅନ୍ତର୍ଯ୍ୟମୀ ମହାପାତ୍ର, ଗୋପାଳ ମଲିକ, ଓ ରଶ୍ମି ରଞ୍ଜନ ସାହୁ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି