Breaking News

ସତ୍ୟବାଦୀ ପୋଲିସ ବେଆଇନ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି

 

 ସାକ୍ଷୀଗୋପାଳ --- ସତ୍ୟବାଦୀ ପୋଲିସ ର ବେଆଇନ ମଦ ବେପାରୀଙ୍କ ଉପରେ ଚଢାଉ ଜାରି ରହିଛି । ଏହାକୁ ଦେଖି ମଦ ବେପାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ସୋଇଛି ।  ସତ୍ୟବାଦୀ ପୋଲିସ ପ୍ରାଟୋଂଲିଙ୍ଗି  କରୁଥିବା ବେଳେ ଏଏସଆଇ ଲିଲି  ପଣ୍ଡା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ ଦନେଇ ବାଙ୍କ ଛକ ରେ କୁନା @ ସୁବାସ ବିଶ୍ୱାଳ ପିତା- ବନମାଳୀ ବିଶ୍ୱାଳ ଗ୍ରାମ- ଖାଣ୍ଡାୟତ ସାହି  । ଏକ ତା ଦୋକାନ ଘର ପଛପଟେ ବେଆଇନ ମଦ ବିକ୍ରିକରୁଛି.।  ସଦଳେବେଳେ ଯାଇ ଚଢ଼ାରୁ କରିବାରେ ତା ପାଖରୁ ମୋଟ ୭୫  ଟି ଆସ୍କା ମଦ ବୋତଲ(Total 15 ltr) ଏବଂ ୧୩ ଟି କିଙ୍ଗ ଫିସର ବିୟରr (total 8 ltr 450 ml )ଜବତ କରିବାରେ ସଫଳ ହୋଇଛନ୍ତି । ଏହି ସମ୍ବନ୍ଧରେ ସତ୍ୟବାଦୀ ଥାନା କେସନଂ ୩୦୪/୨୫ ରେ ଏକ ଓଡ଼ିଶା ଅବକାରୀ  ଆଇନ ଅନୁଯାୟୀ ଏକ ମାମଲା  ରୁଜୁ କରାଯାଇ ମୁଦାଲାକୁ କୋର୍ଟ ଚାଲାଣ କରାଯାଇଛି ବୋଲି ସତ୍ଯବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୭/୯/୨୦୨୫---୭,୨୫ Sakhigopal News,7/9/2025

Blog Archive

Popular Posts