Breaking News

ତିନି ଦାବି ନେଇ ବାରଘଣ୍ଟିଆ ଗଣଧାରଣା

 କନ୍ଧମାଳ----- କନ୍ଧମାଳ ରେ ତିନି ଦଫା ଦାବି ପୂରଣ ପାଇଁ ବାର  ଘଣ୍ଟିଆ ପିପୁଲ ଫୋରମ ତରଫରୁ ଶାନ୍ତି ପୁର୍ଣ୍ଣ
N das
kandhamala News
ଗଣ ଧାରଣା ଦିଆଯାଇଥିଲା । ଏହି ଗଣ ଧାରଣାର  ମୁଖ୍ୟ ଉଦ୍ଦେଶ୍ୟ  ହେଉଛି ଦେଶ ସ୍ଵଧୀନ ହେବାର ୭୨ ବର୍ଷ ହେଲାଣି କିନ୍ତୁ ଏହି ଜିଲ୍ଲା ରେ ରେଳ ଲୋକେ ଦେଖି ନାହାନ୍ତି   । ଏହା ଏକ ଆଦିବାସୀ ଅଂଚଳ ଏଠାରେ ଭଲ ମେଡିକାଲ  ନାହିଁ  ।  ଜିଲ୍ଲା ରେ ଅତି ନିରୀହ ଆଦିବାସୀ ମାନେ ସ୍ବସ୍ଥ୍ୟା ପାଇଁ ଜିଲ୍ଲା ବାହାରକୁ ଯାଇ ନାହି ନଥିବା ହାଇରାଣ ହୋଉଛନ୍ତି  । ଏହି ଦାବିକୁ ସରକାର ଗୁରୁତ୍ୱର ଭାବରେ ଗ୍ରହଣ କରନ୍ତୁ ଆଉ ଦାବି ପୂରଣ କରନ୍ତୁ ବୋଲି ଦାବିରେ ଗତ ଧାରଣା ଦିଆଯାଇଥିଲା । 
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts