ନିମାପଡ଼ାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ନିମାପଡ଼ା---- ଆଜି ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀ ସ୍ଥରୀୟ ଜନ ସମ୍ପର୍କ ପଦଯାତ୍ରା କୁଷୁପୁରୁ ଠାରୁ ବେଗୁନିଆ ପର୍ଯ୍ଯନ୍ତ ଆନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଗଣଶିକ୍ଷା ଓ ବିଦ୍ଯାଳୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ , ଗୋପ ବ୍ଲକ ସଭାପତି ଶ୍ରୀଯୁକ୍ତ ମଧୁସୂଦନ ପାଇକରାୟ ,ନିମାପଡ଼ା ବ୍କକ କାର୍ଯକାରୀ ସଭାପତି ଅଶୋକ ଦାସ , ନିମାପଡ଼ା ନଗର ସଭାପତି ଜିବନାନନ୍ଦ ମହାପାତ୍ର , ବିଜୁ ଜନତା ଦଳ ନେତା ସୁକାନ୍ତ ମାହାନ୍ତି, ରବିନ୍ଦ୍ର ନାୟକ, ଧର୍ମେନ୍ଦ୍ର ସାହୁ, ସୁଧୀର ଦାସ,ବିଜୁ ଯୁବ ଜନତା ର ଆବାହକ ପ୍ରସାନ୍ତ ସ୍ବାଇଁ,ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତି ସନ୍ତୋଷି ସେଠି , ନାଗପୁର ସରପଞ୍ଚ ଅକ୍ଷୟ ନଶଙ୍କ,ଗଣେଶ୍ବରପୁର ସରପଞ୍ଚ ଦେବବ୍ରତ ସାହୁ ଏବୁଂ ହଜାର ରୁ ଉର୍ଧ ବିଜୁ ଯୁବଛାତ୍ର ବିଜୁ ଜନତା ଦଳ ର କର୍ମକର୍ତ୍ତା ମାନେ ଯୋଗଦେଇ ପଦଯାତ୍ରା କୁ ସଫଳ ମଣ୍ଡିତ କରିଥିଲେ।
ନିମାପଡ଼ା ରୁ ଜୟନ୍ତ କୁମାର ସେଠୀ