Breaking News

ବିନା ସେଫିଟବେଲ୍ଟ ଓ ବିନା ହେଲେମେଣ୍ଟ ରେ ଶ୍ରମିକ ମାନେ କାମ କରୁଛନ୍ତି


D Senapati
Sakhigopal news
ସାକ୍ଷୀଗୋପାଳ-----ପୁରୀ ଜିଲ୍ଲାର ସତ୍ୟବାଦୀ ବିଦ୍ୟୁତ ବିଭାଗର ୧୨କେବି ତାର ସାକ୍ଷୀଗୋପାଳ ମନ୍ଦିର ରାସ୍ତାର ଚନ୍ଦନ ପୋଖରୀ ଠାରେ ଠିକାଦାର କାମ କରୁଛନ୍ତି । କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କୁ ବିନା ହେଲେ ମେଣ୍ଟ ଓ ବିନା ସେଫିଟବେଲ୍ଟ ରେ କାମ କରାଉଛନ୍ତି । ଠିକାଦାରଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ରୁ ସେ କହନ୍ତି କିଛି ଦରକାର ନାହିଁ । ଯୁବକ ଶ୍ରମିକ ମାନଙ୍କ ର ଏକମାତ୍ର ସାହା ଭରଷା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts