Breaking News

ବାଣ ଭିଡୁଥିବାବେଳେ ବିସ୍ଫୋରଣ


 D Senapati
Bhubaneswar News
  ଭୁବନେଶ୍ୱର-----  ବାଲେଶ୍ବର ରେମୁଣା ଥାନା ଅଚ୍ୟୁତପୁରରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ଜଣାପଡିଛି । ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲ ଯେ  ଘରର ୩ୟ ମହଲା ଛାତ ଭାଙ୍ଗି ପଡ଼ିଛି । ବାଣ ଭିଡୁଥିବାବେଳେ  ଏହି ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି ।
 ଧୀରେନ୍ଦ୍ର ସେନାପତି

Blog Archive

Popular Posts