Breaking News

ଚଡ଼ୟାପଲ୍ଲୀରେ ବଧୁ ହତ୍ୟା


  ନୟାଗଡ଼----  ଶରଣକୁଳ ନିକଟସ୍ଥ ଗୋଡିପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଚଡ଼ୟାପଲ୍ଲୀ ଗ୍ରାମରେ ବଧୁହତ୍ୟା ଅଭିଯୋଗ।  ସୂଚନା ଅନୁସାରେ ଗତ ସାତ ମାସ ତଳେ ଚଡ଼ୟାପଲ୍ଲୀର କରୁଣାକର ନାୟକ ପୁଷ୍ପାଞ୍ଜଳିଙ୍କୁ ବିବାହ କରିଥିଲେ। ଗତକାଲି ତାଙ୍କୁ ଯୌତୁକ ପାଇଁ ହତ୍ୟା କରିଥିବା ନେଇ ତାଙ୍କ ଭାଇ ମନୋଜ କୁମାର ସାହୁ ଶରଣକୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦଶ ହଜାର ଟଙ୍କା ଅଧିକ ଯୌତୁକ ଦାବି କରି ହତ୍ୟା କରାଯାଇଥିବା ଜଣାପଡିଛି। ଅଭିଯୁକ୍ତ କରୁଣାକର ଏବଂ ତାଙ୍କ ମା'ଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା ଜାରି ରଖିଛି।   

S daeali
Natagada news
ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts