Breaking News

ଫାଣ୍ଡି ରେ ନିଶା ସେବନ କରିବା ମହଙ୍ଗା ପଡିଲା

ପୁରୀ-----  ପୁରୀ ସମୁଦ୍ରକୂଳ ଫାଣ୍ଡିରେ ନିୟୋଜିତ ୩ କନେଷ୍ଟବଳ ନିଲମ୍ବିତ କରାଯାଇଛି । ଫାଣ୍ଡିରେ ମଦ ପିଉଥିବାର ପ୍ରମାଣ ମିଳିବାପରେ ଏସପି ଉମାଶଙ୍କର ଦାସ ତିନି ଜଣ କନେଷ୍ଟବଳଙ୍କୁ ନିଳମ୍ବିତ କରିଥିବା ଜଣାପଡିଛି । ସେମାନେ ହେଲେ ଶିଶିର ମୁର୍ମୁ, ସଞ୍ଜୟ ମହାନ୍ତି ଓ ନିରଞ୍ଜନ ବାରିକ ନିଲମ୍ବିତ ହୋଇଛନ୍ତି ।  ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts