Breaking News

ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ

  ସାକ୍ଷୀଗୋପାଳ-----ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ  ବ୍ରାହ୍ମଣ ପଡା ଗ୍ରାମରେ ବୃକ୍ଷ ରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନ କରାଯାଇଛି । ଏହି ଅବସରରେ  ଗ୍ରାମ ସଫେଇ, ବୃକ୍ଷ ରୋପଣ ଏବଂ ପୁଷ୍କରିଣୀ ସଫା ଗ୍ରାମର ଯୁବକ ଓ ପୁରୁଷ ମାନଙ୍କ ସହଯୋଗରେ କ
 D Senapati
Sakhigopal news
ରାଯାଇଛି । ଏହି କାର୍ଯ୍ୟରେ  ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ପରିଷଦ ତରଫରୁ ସଭାପତି ସତ୍ୟବାଦୀ ଦାଶ, ଅର୍ଥ ସଚିବ ନବଘନ ଶତପଥୀ, ସଚିବ ଭ୍ରମର ବର ସ୍ବାଇଁ, ସୁଶାନ୍ତ ରଥ, ସନ୍ତୋଷ ବେହେରା, ନୀଳକଣ୍ଠ ବାରିକ, ସଂଗ୍ରାମ କେଶରୀ ମହାପାତ୍ର, ନୀଳାଚଳ ମହାପାତ୍ର ପ୍ରଭୃତି ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ ।
 ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts