Breaking News

ଦେଶୀ ମଦ ଜବତ ବେଳେ ବେପାରୀ ଓ ପୋଲିସ ଗୋଡିଆଗୋଡି

  ଓଡ଼ଗାଁ_---    ରଣପୁର ଅଞ୍ଚଳ ରେ  ଯେତେ ଚଢାଉ କଲେ ବି ଚୋରା ମଦ କାରଵାର ବନ୍ଦ ହେଵାର ନାଁ ଗନ୍ଧ ଧରୁନାହିଁ  । ସତେ ଯେମିତି ଚାନ୍ଦପୁର ଥାନା ଅଞ୍ଚଳରେ ଚୋରା ମଦ କାରଵାର ଏଵେ କୁଟୀର ଶିଳ୍ପରେ ପରିଣତ ହୋଇଛି । ଚାନ୍ଦପୁର ଥାନା ପୋଲିସ୍ ପଟିଆ    ପଞ୍ଚାୟତର ଜିରିପଡା ଗ୍ରାମରେ ଗତ କାଲି ଚଢାଉ କରି ୫୦ ପ୍ୟାକେଟ୍ ମହୁଲି ଦେଶୀ ମଦ ଜବତ କରିବା ସହ ଚୋରା ମଦ ବେପାରୀ ବଳରାମ ସ୍ୱାଇଁ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମଦ ବେପାରୀ ବଳରାମ କୁ ଗିରଫ କରିବା ପାଇଁ ପୋଲିସକୁ ଖୁବ କସରତ କରିବାକୁ ପଡିଥିଲା । ମଦ ବେପାରୀ ଓ ପୋଲିସ୍ ମଧ୍ୟରେ ପ୍ରାୟ ୧ କିଲୋ ମିଟର ଗୋଡିଆ ଗୋଡି ହେବାବେଳେ ଦେଖାଣାହାରି ମାନେ ଭାବିଥିଲେ ଫିଲ୍ମ ସୁଟିଂ ହୋଉଛି ।


S Daliei
Odagana News
  ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts