Breaking News

ନୀଳଗିରିରେ ବିଧାୟକ-ତହସିଲଦାର ମୁହାଁମୁହିଁ

ବାଲେଶ୍ବର ଜିଲ୍ଲାର ନୀଳଗିରିରେ ବିଧାୟକ-ତହସିଲଦାର ମୁହାଁମୁହିଁ । ଏହି ଘଟଣାରେ ତହସିଲଦାରଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି ।  ବିଧାୟକ ଓ ତାଙ୍କ ସମର୍ଥକ ମାନେ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି କହିଲେ । ବିଧାୟକଙ୍କ ବିରୋଧରେ ଆଇନଗତ ଆଶ୍ରୟ ନେବେ ବୋଲି ତହସିଲଦାର କହିଛନ୍ତି ।


 ଧୀରେନ୍ଦ୍ର ସେନାପତି

Blog Archive

Popular Posts