କୋଣାର୍କ ମନ୍ଦିରରୁ ପଡି ପର୍ଯ୍ଯଟକ ଆହତ
କୋଣାର୍କ ----
କୋଣାର୍କ ମନ୍ଦିରରେ ବୁଲୁଥିବା ସମୟରେ ଜଣେ ମହିଳା ଚକ ଉପରରୁ ଖସି ପଡି ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ କୋଣାର୍କ ମେଡିକାଲକୁ ଚିକିସ୍ଥା କରାଯାଇଥିଲା । ପ୍ରାଥମିକ ଚିକିସ୍ଥା ପରେ ତାଙ୍କୁ ପୁରୀ ମେଡିକାଲକୁ ପଠାଯାଇଥିଲା । ସେ କୋଣାର୍କ ସୂର୍ଯ୍ୟ ମନ୍ଦିରର ପୂର୍ବ ଦ୍ୱାର ଦ୍ୱତୀୟ ଚକ ଉପରେ ଚଡିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତାଙ୍କ ନାମ ବିଜୟନୀ ମଣ୍ଡଳ । କୋଲକତାରୁ ପରିବାର ସହ ପୁରୀ ଓ କୋଣାର୍କ ମନ୍ଦିର ବୁଲିବା ପାଇଁ ଆସିଥିଲେ । କଥା ଉଠୁଛି ପର୍ଯ୍ୟଟକ ମାନଙ୍କ ାଂରୁ ୫୦ଟଙ୍କା ଆଦାୟ କରାଯାଉଥିବା ବେଳେ ସେମାନଙ୍କ ପାଇଁ ସେପରି କୌଣସି ସୁବିଧା ନଥିବା ପର୍ଯ୍ୟଟକ ମାନେ ଅଭିଯୋଗ କରିଥିବା ଜଣାପଡିଛି ।
ନିମାପଡାରୁ ଜୟନ୍ତ ସେଠୀ