Breaking News

ବିଶ୍ଵ ଏଡ଼ସ୍ ଦିବସ ଅବସରରେ ସଚେତନ ରାଲି




ଭଞ୍ଜନଗର - ବିଶ୍ବ  ଏଡ଼ସ୍ ଦିବସ ଅବସରରେ ଗଂଜାମ ଜିଲ୍ଲା ଭଞ୍ଜନଗର ଠାରେ ଏକ ସଚେତନତା ରାଲି ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ଏବଂ ଏଆରଟି କେନ୍ଦ୍ରର ମିଳିତ ସହଯୋଗରେ ସମସ୍ତ କର୍ମଚାରୀ, ନର୍ସିଂ କଲେଜ୍ ଛାତ୍ରଛାତ୍ରୀ, ବିପଦର ବନ୍ଧୁ ସ୍ବେଛାସେବୀ ସଂଗଠନ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ବେଚ୍ଛାସେବୀ ମାନେ, ଏହି ସଚେତନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମେଡିକାଲ ପରିସରରୁ ସଚେତନତା ରାଲି ବାହାରି ଭଂଜନଗର ସହର ପରିକ୍ରମା କରିଥିଲା । ବିଶେଷକରି ଏଡ଼ସ୍ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ଓ ସତର୍କ କରାଇବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବା ନେଇ, ଏଆରଟି କେନ୍ଦ୍ରର କାଉନସିଲର ନିଜ ପ୍ରତିକ୍ରିୟାରେ କହିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୨/୨୦୨୪----୯,୧୦ Sakhigopal News,2/12/2024

Blog Archive

Popular Posts