Breaking News

ଭେଡେନ ବ୍ଲକ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଆରମ୍ଭ

ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ତରଫରୁ ଚିଚିଣ୍ଡା ଧାନ କ୍ରୟ କେନ୍ଦ୍ର ଠାରେ ଖରିଫ ଋତୁରେ ପ୍ରଥମ ଦିନରେ ୭୫ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା । ଏହି ସମୟରେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ସମ୍ପାଦକ ସୁବାଷ ଚନ୍ଦ୍ର ପୁରୋହିତ, ଆରଏମସି ର ଇନ୍ଚାଜ ଭୀମସେନ ଦାଶ ଓ ମଣ୍ଡି ନୋଡାଲ ଅଫିସର ଡମ୍ବରୁଧର ସେଠ ସମେତ ଚାଷୀ ମାନେ ଉପସ୍ଥିତ ରହି ଥିଲେ। ବରଗଡ଼ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ,୨/୧୨/୨୦୨୪----୭,୩୫ Sakhigopal News,2/12/2024

Blog Archive

Popular Posts