Breaking News

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ" ର ୫ମ ସୋପାନ ଅନୁଷ୍ଠିତ


ବରଗଡ଼ --- ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଖୁଣ୍ଟୁଲିପାଲିର ଶିଶୁବାଟିକା ବିଭାଗ ପକ୍ଷରୁ "ଘର ହିଁ ବିଦ୍ୟାଳୟ ପ୍ରକଳ୍ପ" ର ୫ମ ସୋପାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ନରେନ୍ଦ୍ର ବିଶ୍ବାଳ ପ୍ରଧାନ ଆଚାର୍ଯ୍ୟ, ଘୁଡୁକା ଟିକ୍ରା ଯୋଗ ଦେଇଥିଲେ ।ପ୍ରଧାନ ଆଚାର୍ଯ୍ୟ  ଭୋଜରାଜ ଦୁଆନ  ଅତିଥି ପରିଚୟ  ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।ଜ୍ୟୋସ୍ନା ଗୁରୁମା ସୋପାନ ଗୀତଭବାନୀ  ପରିବେଷଣ କରିଥିଲେ ।ମୁଖ୍ୟ ଅତିଥି "ଜୀବନର ଘନିଷ୍ଠତମ ଅନୁଭବ" ବିଷୟରେ ମାର୍ଗଦର୍ଶନ କରିଥିଲେ । ଶିଶୁ ଓ ମା ' ମାନଙ୍କୁ ନେଇ ପ୍ରୟୋଗିକ କାଳା°ଶ କରାଯାଇଥିଲା । ଶେଷରେ ଯୋଗେଶ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ।
ବରଗଡ଼ ରୁ  ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୭/୨୦୨୪----୯,୧୦ Sakhigopal News,23/7/2024

Blog Archive

Popular Posts