ବିଜେପି ଯୁବମୋର୍ଚାର ବିରୋଧ ପଦର୍ଶନ
ଜଟଣୀ -ସଂସଦରେ ରାହୁଲ ଗାନ୍ଧୀ ଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ କୁ ବିରୋଧ କରି ଜଟଣୀ ନଗର ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ସୀତାରାମ ଛକ ଠାରେ ସଭାପତି ନାଗ ଭୂଷଣ ରାୟ ଙ୍କ ନେତୃତ୍ୱ ରେ ଦୃଢ଼ ବିରୋଧ ପ୍ରଦର୍ଶନ କରାଯାଇଛି l
ଉକ୍ତ କାର୍ଯ୍ୟକ୍ରମରେ ବିଜେପି ନଗର ମଣ୍ଡଳ ସଭାପତି ତିରୁପତି ଶତପଥି, ପୂର୍ବତନ ସଭାପତି ପ୍ରଶାନ୍ତ ପ୍ରଧାନ, କବି ପାଇକରାୟ, ଚିତ୍ତରଞ୍ଜନ ସୁନ୍ଦରାୟ, ତପନ ବାରିକ, ମିଟୁ ମାର୍ଥା, ସୁଶାନ୍ତ ମହାପାତ୍ର, ଧନୁ ବଳିୟାରସିଂ ଏବଂ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ପ୍ରଦୀପ ଜେନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ lNews
ଏହି କାର୍ଯ୍ୟକ୍ରମ ରେ ରାହୁଲ ଗାନ୍ଧୀ ଓ ଜାତୀୟ କଂଗ୍ରେସ ବିରୋଧରେ ବିଜେପି କର୍ମୀମାନେ ନାରାବାଜି ଦେଇଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୭/୨୦୨୪-----୮,୪୫ Sakhigopal News,3/7/2024