ସାଂସଦ ଓ ବିଧାୟକ ସମାଜସେବୀଙ୍କ ଏକାଦଶାହରେ ଯୋଗ ଦେଲେ
ବରଗଡ଼ ---- ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ, ଗୋଡ଼ଭଗା ର ମୁନ୍ନା ଗୁପ୍ତା ଏବଂ ରାଜା ଗୁପ୍ତା ଙ୍କର ବାପା ବିଶିଷ୍ଟ ସମାଜ ସେବି ସ୍ବର୍ଗତ ସତ୍ୟନାରାୟଣ ଗୁପ୍ତା ଙ୍କର ଗଙ୍ଗା ଶ୍ରାଦ୍ଧ କାର୍ଯ୍ୟକ୍ରମରେ ବିଜେପି ର ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ ଏବଂ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମା ର ସତଗତି ନିମନ୍ତେ ଭଗବାନ ଙ୍କଠାରେ ପ୍ରାର୍ଥନା କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୭/୨୦୨୪----୭,୨୫ Sakhigopal News,29/7/2024