>>
  • ସତ୍ୟବାଦୀ ବ୍ଳକ ପ୍ରଶାସନ ମୁଣ୍ଡ ନୁଆଁଇଲା , ମଞ୍ଜୁର ହୋଇଥିବା ଯାଗାରେ କାମ ନ ହୋଇ ଅନ୍ୟଟି କାମ ; ବନ୍ଦ ରହିଲା କାମ
  • >>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • କଳାକାର ଭତ୍ତା ବୃଦ୍ଧି ପାଇଁ ଦାବି

     




    କୋଣାର୍କ ------ କୋଣାର୍କ କଳା ପରିଷଦ  ପକ୍ଷରୁ କଳାକାର ଭତ୍ତା ବୃଦ୍ଧି ପାଇଁ ଦାବି କରାଯାଇଛି । ରାଜ୍ୟ ସରକାର ବିଭିନ୍ନ ବର୍ଗର ଭତ୍ତା ବୃଦ୍ଧି କରିଥିବା ବେଳେ ଓଡ଼ିଆ ଅସ୍ମିତାର ସଜାଗ ପ୍ରହରୀ କଳାକାର ମାନଙ୍କ କଥା ଭୁଲି ଯାଇଛନ୍ତି । ଏହାର ପ୍ରତିବାଦ କରି କୋଣାର୍କ କଳା ପରିଷଦର ଆବାହକ ଉମେଶ ଚନ୍ଦ୍ର ସ୍ବାଇଁ, ଓଡିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପ୍ରାପ୍ତ ବରିଷ୍ଟ ଗୋଟିପୁଅ ଗୁରୁ ଜୟକୃଷ୍ଣ ନାୟକ ଓ  ଶ୍ରୀ ଜଗନ୍ନାଥ ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ କୋଣାର୍କ ଜୋନର ସଭାପତି ଦୁଃଖିଶ୍ୟାମ ପ୍ରଧାନଙ୍କ ସମେତ ଶତାଧିକ କଳାକାର ଦାବି କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କଳାକାର ମାନଙ୍କୁ ମାତ୍ର ୧୨ ଶହ ଟଙ୍କା ଯୋଗାଇ ଦିଆଯାଉଛି । ଯାହାକି ଦୁସ୍ତର କଳାକାରମାନଙ୍କ ପରିବାର  ପ୍ରତିପୋଷଣ କରିବା ପାଇଁ ନିଅଣ୍ଟ ହେଉଛି । ନିଜେ ଦୁଃଖରେ ଥାଇ ଅନ୍ୟକୁ ହସାଉଥିବା ଏହି ଦୁସ୍ତ କଳାକାର ମାନଙ୍କ ଆବେଦନକୁ ରାଜ୍ୟ ସରକାର ବିଚାରକୁ ନେଇ କଳାକାର ମାନଙ୍କ ଭତ୍ତା କୁ ବୃଦ୍ଧି କରି ୬ ହଜାର ଟଙ୍କା କରିବା ପାଇଁ କଳାକାର ମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । କୋଣାର୍କ ରୁ ଅଜିତ ମଲିକ,୨୭/୭/୨୦୨୪---୬,୩୫ Sakhigopal News,27/7/2024

    Blog Archive

    Popular Posts