Breaking News

ରାସ୍ତା ଏବେ ମରଣଯନ୍ତା ପାଲଟିଛି

 
ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ର ଏହି ଛକ ଦେଇ ବହୁ ସଂଖ୍ୟାରେ ଗାଡି,ମଟର, ବାଇକ, ପଥଚାରୀଙ୍କ ଯିବା ଆସିବା ହୋଇଥାଏ । ଏହା ଏକ ବ୍ୟସ୍ତବହୁଳ ଛକ ଅଟେ। ଏହି ଛକ ଦେଇ ଚାରି ଗୋଟି ପଞ୍ଚାୟତ ଜନସାଧାରଣ ନିର୍ଭର କରିଥାନ୍ତି। ରାସ୍ତା ଉପରୁ କଂକ୍ରିଟ ଉଠି ଗାତ ସୃଷ୍ଟି  ହୋଇଗଲାଣି ଓ ରାସ୍ତା କଡର ମାଟି ବର୍ଷା ଯୋଗୁଁ ମାଟି ଧୋଇ ହୋଇ ଯାଇଛି।  ଏହି ରାସ୍ତାରେ ପ୍ରତି ଦିନ ଦୁର୍ଘଟଣା ଘଟୁଛି ।ଏହାର ସୁବିଚାର କରିବା ପାଇଁ ବରଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୫/୨୦୨୩----୮,୧୦ Sakhigopal News,3/5/2023

Blog Archive

Popular Posts