Breaking News

ଶ୍ରୀ ଶ୍ରୀ ଶନିଶ୍ଚରାୟ ଦେବ ଙ୍କ ଜନ୍ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

 ଡେଲାଙ୍ଗ ---- ଡେଲାଙ୍ଗ ଜଗଦଳପୁର ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ଶନିଶ୍ଚରାୟ ଦେବ ଙ୍କ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଶନିଦେବ ମନ୍ଦିର କମିଟିର ସଦସ୍ୟ ମାନେ ଏବଂ ଜଗଦଳପୁର ଗ୍ରାମର ଗ୍ରାମବାସୀ ମାନଙ୍କର ମିଳିତ ସହଯୋଗ ରେ ମନ୍ଦିର ପରିସରରେ ଶନି ପୂଜା,ହୋମ ଯଜ୍ଞ, ସଙ୍କୀର୍ତ୍ତନ ଓ ମହାପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ରୀତିନୀତି ଅନୁଜାୟୀ ଶନି ଦେବ ଙ୍କ ନିକଟରେ ଭକ୍ତ ମାନେ ଶନି ଦେବତାଙ୍କୁ ପୂଜାର୍ଚ୍ଚନା କରିବା ସହ, ଘିଅ ଦ୍ଵୀପ ପ୍ରଜ୍ୟୋଳନ ଭୋଗ କରିଥିବାର  ଦେଖିବାକୁ ମିଳିଥିଲା। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୫/୨୦୨୫---୮,୪୫ Sakhigopal News,3/5/2025

Blog Archive

Popular Posts