Breaking News

ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲି ସଭାପତି ହେଲେ ନରେନ୍ଦ୍ର ପ୍ରଧାନ

ବରଗଡ଼ ---ଅଭିବକ୍ତ ସମ୍ବଲପୁର ଜିଲ୍ଲାର ପ୍ରତିଷ୍ଠିତ ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲି ବରଗଡର ପରିଚାଳନା ପରିଷଦର ସଭାପତି ପଦ ପାଇଁ ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝିଲିମିଣ୍ଡା କୃଷି ସମବାୟ ସମିତି ର ନିର୍ଦେଶକ ତଥା ବିଜୁ ଜନତା ଦଳ ର ସମର୍ଥିତ ପ୍ରାର୍ଥୀ ଶ୍ରୀ ନରେନ୍ଦ୍ର ପ୍ରଧାନ ଏକମାତ୍ର ପ୍ରାର୍ଥୀ ଭାବରେ ମନୋନୟନ ପତ୍ର ଦାଖଲ କରିଛନ୍ତି, ଫଳ ରେ ନରେନ୍ଦ୍ର ପ୍ରଧାନ ବିନା ପ୍ରତିଦ୍ୱନ୍ଦିତା ରେ ସଭାପତି ଆସନ ଅଳଙ୍କୃତ କରିଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୧/୧୧/୨୦୨୨---୬,୪୦ Sakhigopal News,11/11/2022

Blog Archive

Popular Posts