Breaking News

ଡାକ୍ତର ରାଜକିଶୋର ସାହୁ ଙ୍କ ସ୍ମୃତି ଚାରଣ ସଭା




ଭୁବନେଶ୍ୱର - ଲୋକପ୍ରିୟ ଚିକିତ୍ସକ ଓଡ଼ିଶା ବିଧାନ ସଭାର ଭୂତପୂର୍ବ ଚିକିତ୍ସା ଅଧିକାରୀ ତଥା 1972 ଭାରତ, ପାକିସ୍ତାନ ଯୁଦ୍ଧ ସମୟରେ ସେନା ବାହିନୀର ଡାକ୍ତର ରାଜକିଶୋର ସାହୁ ଙ୍କ  ସ୍ମୃତି ଚାରଣ ସଭା ମାର୍କେଟ ବିଲିଙ୍ଗ୍  ସ୍ଥିତ  ଇଷ୍ଟନଟାୱ।ର ପରିସରରେ ଅନୁଷ୍ଠିତ ହୋଇଯାଇଛି।  ଆଇନଜୀବି ବନବିହାରୀ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ବଡ଼ଚଣା ବିଧାୟକ ତଥା ବିଧାନସଭାର ମୂଖ୍ୟ ସଚେତକ  ଅମର ଶତପଥୀ, ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ସମ୍ପାଦକ ସୁରେନ୍ଦ୍ର ଦାଶ ,  ସାମ୍ବାଦିକ ପ୍ରସନ୍ନ ମହାନ୍ତି, ଯୁବ ଉଦ୍ୟଗି ଅଶୋକ କୁମାର ସାହୁ, ଶିଶୀର ମହାପାତ୍ର, ସାହିତ୍ୟିକ ପ୍ରମୋଦ ମାସାନ୍ତରାୟ, ଦିପକ ମୋଦି, ପରେମୋଶ୍ୱର ପଟ୍ଟନାୟକ, ଓମ୍ ପ୍ରକାଶ ସାହା, ସମାଜସେବୀ ନିରଞ୍ଜନ ସାହୁ ମୁଖ୍ୟମନ୍ତ୍ରୀ ଙ୍କ ଲୋକସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପତି, ଶିଳ୍ପପତି ଦିବ୍ୟଲୋକ ପଟ୍ଟନାୟକ, ବାଲ୍ୟ ବନ୍ଧୁ ପୂର୍ଣ୍ଣିଚନ୍ଦ୍ର ରଥ ବରିଷ୍ଠ ଅଧିକାରୀ ଯୋସବନ୍ତ ପଟ୍ଟନାୟକ , ସମାଜସେବୀକା ମଧୁମିତା ନାଥ, ବରିଷ୍ଟ ନାଗରିକ ମହେଶ୍ବର ମିଶ୍ର , ପ୍ରିୟବ୍ରତ କର, ସାଗର ରଞ୍ଜନ ସାହୁ, ସେଖର ସାହୁ, ନାରାୟଣ ସାହୁ, ଦେବାଶିଷ ସାହୁ ବିଶିଷ୍ଟ ସମାଜସେବୀ ଦେବୀପ୍ରସାଦ ପୃଷ୍ଟି ପ୍ରମୁଖ ଉପସ୍ଥିତି ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ରୋଗ ସେବା ହଁ ଡାକ୍ତର ସାହୁଙ୍କ  ପ୍ରାଣ ଥିଲା ବୋଲି  ଅତିଥି ମାନୋ ବକ୍ତବ ରଖିଥିଲୋ ।ଶେଷରେ ଜୀବନ ରଞ୍ଜନ ସ୍ୱ।ଇଁ  ଧନ୍ୟବାଦ ଅର୍ପଣ କରିଥିଲେ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୨୯/୧୧/୨୦୨୨---୯,୪୫ Sakhigopal News,29/11/2022

Blog Archive

Popular Posts