Breaking News

>>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • ସତ୍ୟବାଦୀ ରେ ଲଘୁଚାପ ଜନିତ କ୍ଷତିର ଅନୁକମ୍ପା ରାଶି ଚାଷୀଙ୍କୁ ମିଳିବ କେବେ



    ସାକ୍ଷୀଗୋପାଳ ---  ସତ୍ଯବାଦୀ ରେ ଗତ ଖରିଫ ରୂତୁରେ  ଲଘୁଚାପଜନିତ ବର୍ଷାରେ ବିଭିନ୍ନ ପଞ୍ଚାୟତରେ ବ୍ଯାପକ ଭାବେ ପାଚିଲା ଧାନ ବିଲରେ ନଷ୍ଟ ହୋଇଥିଲା  ।  ବର୍ଷା ପାଣିରେ ଧାନ ସଢ଼ି ପଚି ଯାଇଥିଲା  । ଏଥିଯୋଗୁ ଚାଷୀ ମାନଙ୍କ ମେରୁଦଣ୍ଡ ଦୋହଲି ଯାଇଥିଲା।  ଏହି ବିପତ୍ତି ସମୟରେ  ସରକାର ଙ୍କ ପକ୍ଷରୁ ଚାଷୀମାନଙ୍କୁ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ  ।  ଆରଆଇ ତଦନ୍ତ କରି ଚାଷୀମାନଙ୍କ ନିକଟରୁ କ୍ଷତିଗ୍ରସ୍ତ ଜମିର ପଟା, ପାଉତି, ଫଟୋ ଓ ବ୍ଯାଙ୍କ ଆକାଉଣ୍ଟ ନମ୍ବର ନେଇଥିଲେ  । ଚାଷୀମାନେ ଭାବିଥିଲେ ସରକାର କିଛି ଆର୍ଥିକ ସାହାଯ୍ୟ ପାଇବେ।   ହେଲେ ବର୍ଷେ ବିତିଗଲା ପଛେ ସରକାରୀ ଅନୁକମ୍ପା ରାଶି ଚାଷୀ ଙ୍କୁ ମିଳି ପାରିଲା ନାହିଁ  । ଚାଷୀ ମାନେ ସେହି ଧାନ ପାଣି ରୁ ଛାଣି ବିକ୍ରୟ କରିବା ପାଇଁ ଧାନ ମଣ୍ଡିରେ ଧାନ ଦେବା ସମୟରେ ମିଲର ଓ ଯୋଗାଣ ବିଭାଗର ମିଳିତ ସହଯୋଗରେ ୧୦ରୁ ୧୫ କୁଇଣ୍ଟାଲ ପିଛା କାଟ ନେଲେ। ଏଥିରେ ଶିକାର ହେଲେ ଭଲ ଧାନ ବିକ୍ରୟ କରୁଥିବା ଚାଷୀମାନେ। ଏହି କାଟର ଶିକାର ହେଲେ । ଏବେ ସେହି ଷତି ପୁରଣ ପାଇବା ପାଇଁ   ଜିଲାପାଳ ଦ୍ରୁଷ୍ଟି ଦେବାକୁ ପୂର୍ଣ୍ଣ ଚନ୍ଦ୍ର ବେହେରା, ରଘୁନାଥ ମହାନ୍ତି,ନବ ଦାସ, ପ୍ରହଲାଦ ମହାରଣା, ବାଳକ୍ରୁଷ୍ଣ ବେହେରା, ଦିବାକର ମହାପାତ୍ର, ରାମଚନ୍ଦ୍ର ଦାଶ ଓ ଶୁଭାଶିଷ ଦାଶ ପ୍ରମୁଖ ଚାଷୀ ଦାବି କରିଛନ୍ତି  । ସେହିପରି  ସତ୍ଯବାଦୀର  ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ମଧ୍ଯ ଅନୁରୂପ ଦାବି ହୋଇଛି  ।

    Blog Archive

    Popular Posts