>>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • >>
  • ଦଲାଲଙ୍କ କବଜାରେ "ତହସିଲ'କାର୍ଯ୍ୟାଳୟ; ତହସିଲ କାର୍ଯ୍ୟାଳୟରର ଲୁଚି ରହୁ ନାହିଁ ଗୋପନୀୟ ତଥ୍ୟ
  • >>
  • ସାକ୍ଷୀଗୋପାଳ - ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଶେଷ
  • >>
  • ବଜ୍ରାଘାତରେ ଗାଈ ଜଗୁଆଳଙ୍କ ମୃତ୍ୟୁ
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ପାଳନ ଓ ଘରେ ଘରେ ଚିତଉପିଠା ବାସ୍ନାରେ ମହକିଲା
  • >>
  • ଡେଲାଙ୍ଗରେ ବ୍ରଜପାତରେ ଯୁବକର ମୃତ୍ୟୁ
  • >>
  • ଜବାହର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
  • >>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • ଜଟଣୀ ପୋଲିସର ଆଉଏକ ସଫଳତା ; ଗୋଟିଏ ଦିନରେ ତିନି ଧଳାଜହର ବେପାରୀ ଗିରଫ



    ଜଟଣୀ --ସ୍ଥାନୀୟ ଅଞ୍ଚଳରେ ଧୀରେ ଧୀରେ ଧଳା ଜହର ବେପାର ବୃଦ୍ଧି ଯୋଗୁଁ ଜଟଣୀ ପୋଲିସ ଅଭିଯୁକ୍ତଙ୍କୁ କାବୁ କରିବାପାଇଁ ଅଧିକ ସକ୍ରିୟ ହୋଇ ଉଠିଛି । ଏକ ସୂଚନାକୁ ଆଧାର କରି ଜଟଣୀ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଥାନାର ଏକ ସ୍ପେଶାଲ ଟୀମ  ଲୋକେ କଲୋନୀରେ ଥିବା ଭଗବତୀ ମନ୍ଦିର ନିକଟରେ ଚଢଉ କରି ବେଆଇନ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।ଅଭିଯୁକ୍ତ ମାନେ ହେଲେ କୁଦିଆରୀ ବଜାର ମାଲଗୋଦାମ ଛକ ଠାରେ ରହୁଥିବା ଅବଦୁଲ ମହମ୍ମଦ ଓରଫ କାଳିଆ (୩୩ ), ମେଣ୍ଢାଶାଳ ମୁସଲିମ ସାହିର ଏସ. କେ. ଇମତିଆଜ ଓରଫ ଇମତୁ (୨୫), ରାଜାବଜାର ଖୁଣ୍ଟିଆ ଗଳିରେ ରହିଥିବା ଆସଲାମ ଖାନ ଓରଫ ବାବୁ (୨୫ )। ଅଭିଯୁକ୍ତଙ୍କୁ ତଲାସି ବେଳେ ସେମାନଙ୍କ ନିକଟରୁ ମୋଟ ୧୦.୦୪ଗ୍ରାମ ଓଜନର ବ୍ରାଉନ ସୁଗାର ସହିତ, ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି, ଦୁଇଟି ମୋବାଇଲ ଫୋନ ଏବଂ ୧୭୫୦ଟଙ୍କା ଜବତ କରାଯାଇଥିଲା । ପଚରା ଉଚରା ସମୟରେ ଅଭିଯୁକ୍ତ ମାନେ ଏହି ବ୍ରାଉନ ସୁଗାର ବ୍ୟାପାର ବହୁ ପୂର୍ବରୁ କରି ଆସୁଥିବା ଏବଂ ଜଳେଶ୍ଵର ଅଞ୍ଚଳରୁ ଆଣି ଜଟଣୀ ଅଞ୍ଚଳରେ ବେଆଇନ ଭାବେ ସାଧାରଣ ଲୋକଙ୍କୁ ବିକ୍ରି କରୁଥିବା କଥା ମଧ୍ୟ ସ୍ଵୀକାର କରିଥିଲେ । ଏହି ଘଟଣାକୁ ନେଇ ଜଟଣୀ ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲାରେ କେସ ନଂ 419/22 ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ପ୍ରଦାନ କରିଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୧୧/୨୦୨୨----୮,୪୫  Sakhigopal News,26/11/2022

    Blog Archive

    Popular Posts