Breaking News

ବ୍ଳକ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ


ନୟାଗଡ଼--- ବିର୍ଷାମୁଣ୍ଡା ଙ୍କ ଜୟନ୍ତୀ ଏବଂ ଜନଜାତି ଗୌରବ ଦିବସ ଅବସରରେ ବ୍ଳକ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳର ଲୋକପ୍ରିୟ ସାଂସଦ ତଥା (KISS) ର ପ୍ରତିଷ୍ଠାତା ଡ଼ଃ. ଅଚୁତ ସାମନ୍ତ ଙ୍କ ପ୍ରଚେଷ୍ଟା ରେ  ବ୍ଲକ ସ୍ତରୀୟ Volleyball ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ଡ଼. ଆର. ସି. ସାମନ୍ତରାୟ ମହାବିଦ୍ୟାଳୟର ହିନ୍ଦୁସ୍ତାନ ପ୍ରୋଟେକଟର ଟିମ ସବୁଦଳକୁ ପଛରେ ପକାଇ ବିଜୟର ମୁକୁଟ ହାତେଇଛନ୍ତି ।
ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୧/୧୧/୨୦୨୨---୭,୧୦ Sakhigopal News,21/11/2022

Blog Archive

Popular Posts