Breaking News

ରାତିରେ ବାଇକ୍ ପୋଡିଦେଲେ ଦୃର୍ବୁତ୍ତ



ବଳଙ୍ଗା -ବଳଙ୍ଗା ଥାନା ଅନ୍ତର୍ଗତ ସମ୍ଭୁଭାରତୀପାଟଣା ଗ୍ରାମରେ  ଗତ କାଲି ବିଳମ୍ବିତ ରାତ୍ରିରେ ସନ୍ତୋଷ କୁମାର ସାହୁ (୩୦) ତାଙ୍କ ଘର ଆଗରେ ହିରୋହୁଣ୍ତା ଗ୍ଲାମର ନଂମ୍ବର OD--13C8067 କୁ ବାଇକ୍  ରଖି ଘରେ ଶୋଇଥିଲେ।  କେହି ଦୁର୍ବୁତ୍ତ ରାତିରେ ଏହି ଗାଡିଟିକୁ ପୋଡି ଦେଇଛନ୍ତି ।  ବଳଙ୍ଗା ଅଞ୍ଚଳରେ  ଚୋରି ଦିନକୁ ଦିନ ଵୃଦ୍ଧି ପାଇ ଆସୁଥିବା ବେଳେ ପୂର୍ବରୁ ବହୁ ବାଇକ୍ ପୋଡି, ବାଇକ୍ ଚୋରୀ ,ବାଇକ୍ ଡିକି ଭାଙ୍ଗି ଆଖି ପିଛୁଳାକେ ଟଙ୍କା ଲୁଟ୍ କରିବା ଆଦି ବହୁ ଘଟଣା ଘଟୁଥିଲେ ମଧ୍ୟ ପୋଲିସ  ଵିଫଳ ହୋଇଛି। ହେଲେ ଚୋରି ଜୁଆଖେଳ ଵନ୍ଦ ହେବାର ନା ଧରୁନଥିଵା ବେଳେ ଏବେ ଦୁର୍ଵୁତ୍ତଙ୍କ ବାଇକ୍ ପୋଡି ଆରମ୍ଭ ହୋଇଛି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ବଳଙ୍ଗାରୁ ମନୋଜ କୁମାର ପ୍ରଧାନଙ୍କ ରିପୋର୍ଟ,୧୭/୧୧/୨୦୨୨----୯,୨୫ Sakhigopal News,17/11/2022 

Blog Archive

Popular Posts