ସାମ୍ବାଦିକ କିଶୋର ମହାପାତ୍ର ଆଉ ନାହାନ୍ତି
ନୟଗଡ---ସାମ୍ବାଦିକ କିଶୋର ମହାପାତ୍ର ଆଉ ନାହାନ୍ତି।ବ୍ରେନ ଷ୍ଟୋକ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ସେ ଆୟୁ ସିୟୁ ରେ ଥିଲେ । ତାଙ୍କୁକିଛି ଦିନ ତଳେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସେ ମୃତ୍ୟୁ ବରଣ କରିଛନ୍ତି।ଏହି ଦୁଃଖଦ ଖବର ପାଇବା ପରେ ନୟାଗଡ ଜିଲ୍ଲାର ସାମ୍ବାଦିକମାନଙ୍କ ମନରେ ଶୋକର ଛାୟା ଖେଳିଯାଇଛି।ଏବଂ ଦୁଃଖ ରେ ଭାଙ୍ଗି ପଡିଛନ୍ତି। ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୯/୯/୨୦୨୨---୯,୩୦ Sakhigopal News,9/9/2022