Breaking News

ପର୍ଯ୍ୟଟନପୀଠ ର ସ୍ୱଚ୍ଛତା ପାଇଁ ନିବେଦନ କଲେ ହୃଷୀକେଶ


ଡେଲାଙ୍ଗ :ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ପ୍ରତିଷ୍ଠାତା ପରିବେଶପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ପର୍ଯ୍ୟଟନ ପୀଠ ଗୁଡିକର ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେବାକୁ ନିବେଦନ କରିଛନ୍ତି । ପର୍ଯ୍ୟଟନ ପୀଠକୁ ବହୁ ପର୍ଯ୍ୟଟକ ଭ୍ରମଣ ରେ ଆସୁଥିବାରୁ ଏହାର ପରିବେଶ ସ୍ଵଛ ରହିବା ଜରୁରୀ । ଏହାକୁ ସମସ୍ତେ ହୃଦୟଙ୍ଗମ କରିବା ଦରକାର । ଗାନ୍ଧୀ ସ୍ମୃତିପୀଠ ବେରବୋଇ ପର୍ଯ୍ୟଟନ ପୀଠର ମାନ୍ୟତା ପାଇଥିବାରୁ ଖୁସିବ୍ୟକ୍ତ କରିବାସହ ଏହାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୯/୨୦୨୨---୯,୫୫ Sakhigopal News,27/9/2022

Blog Archive

Popular Posts