Breaking News

ଅମୃତ ମହୋତ୍ସବ ପାଳନ ଅବସରରେ ଶହୀଦ ପରିବାରଙ୍କୁ ସମ୍ମଦ୍ଧିତ



ସାକ୍ଷୀଗୋପାଳ ----  ପୁରୀ ଏନସିସି କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ଆଜାଦ କା ଅମୃତ ମହୋତ୍ସବ ପାଳନ ଅବସରରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ ଜଣେ ଶହୀଦ ପରିବାରଙ୍କୁ ସମ୍ମର୍ଦ୍ଧିତ କରାଯାଇଛି । ଏପରିକି ୨୦ ସେପ୍ଟେମ୍ବର ୨୦୦୩ରେ କାର୍ଯ୍ୟରତ ଥିବା ବେଳେ ହିମାଦ୍ରୀ କୁମାର ରଥ  ନାୟକ ଶୁଭେଦାର ଶହୀଦ ହୋଇଥିଲେ ।  ଏହି ଅବସରରେ ପୁରୀ ଏନସିସି କାର୍ଯ୍ୟାଳୟର ଅଧିକାରୀ ମାନେ ବିଶ୍ୱନାଥପୁର ଗ୍ରାମରେ ପହଞ୍ଚି ଶହୀଦ ଶ୍ରୀ ରଥଙ୍କ ପତ୍ନୀ ଚାରୁବାଳା ରଥ୍‌କୁ  ସମ୍ମର୍ଦ୍ଧିତ କରିବା ସହ ସିଲ ପ୍ରଦାନ କରିଥିଲେ । ଶହୀଦଶ୍ରୀ ରଥଙ୍କ ଫଟୋଚିତ୍ରରେ ପୁଷ୍‌ସମାଲ୍ୟ ଅର୍ପଣ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୯/୨୦୨୨------୬,୪୦  Sakhigopal News, 27/9/2022

Blog Archive

Popular Posts