Breaking News

ଥୁଆପାଲି ଓଡିଶା ମୋଟର ଚାଳକ ସଂଘ ଓ ମାଁ ବିନ୍ଧ୍ୟବାସିନୀ ଟ୍ୟାକ୍ସି ଚାଳକ ସଂଘ ର ମିଳିତ ଆନୁକୂଲ୍ୟରେ ବିଶ୍ୱକର୍ମା ପୂଜା


ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଓଡିଶା ମୋଟର ଚାଳକ ସଂଘ ଓ ମାଁ ବିନ୍ଧ୍ୟବାସିନୀ ଟ୍ୟାକ୍ସି ଚାଳକ ସଂଘ ର ମିଳିତ ଆନୁକୂଲ୍ୟରେ  ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି।  କର୍ତ୍ତା ଭାବେ ପିଣ୍ଟୁ ପାଢୀ ଦାଇତ୍ବ ତୁଲାଇଥିଲେ। ପୁରୋହିତ ଭାବରେ ପଣ୍ଡିତ ରୁଦ୍ରନାରାୟଣ ଦାସ ନୀତି ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। ପ୍ରତ୍ୟେକ ଦିନ ଜନସାଧାରଣ ଙ୍କୁ  ପ୍ରସାଦ ବଣ୍ଟନ କାରାଯାଇଥିଲା।  ଓଡିଶା ମୋଟର ଚାଳକ ସଂଘ ଓ ମାଁ ବିନ୍ଧ୍ୟବାସିନୀ ଟ୍ଯା୍କ୍ସି ଚାଳକ ସଂଘ ର ସଭାପତି ପିଣ୍ଟୁ ପାଢୀ ,ସେକ୍ରେଟାରୀ ଅଜିତ ବେଗ, କୋଷାଧକ୍ଷ ପପୁ ନାଗ, ରାମ ପଧାନ, ଚକା ବାଗ, ଘନଶ୍ୟାମ ଖୁଣ୍ଟଲି, ସୂର୍ଯ୍ୟ ସାହୁ, ଧର୍ମରାଜ ମେହେର, ସୁଦାମ, ସରୋଜ, ନରେନ୍ଦ୍ର ଓ ଆହୁରି ଅନେକ ବ୍ୟକ୍ତି ବିଶେଷ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରଦା ସିନେମା, ଆର୍କେଷ୍ଟା୍ ଅନୁଷ୍ଠିତ ହୋଇଥିଲା । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୯/୨୦୨୨----୬,୩୦   Sakhigopal News,20/9/2022

Blog Archive

Popular Posts