>>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • >>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • >>
  • ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ମେସିନ୍ ସ୍ଥାପନ
  • ସତ୍ୟବାଦୀ କୃଷି ବିଭାଗ ପକ୍ଷରୁ ବଳରାମ ଯୋଜନାରେ ମହିଳା ଚାଷୀଙ୍କୁ ପ୍ରଶିକ୍ଷଣ ଶିବିର

     


    ସାକ୍ଷୀଗୋପାଳ---- ସତ୍ୟବାଦୀ କୃଷି ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ବଳରାମ ଯୋଜନାକୁ ସଫଳ କରିବା ପାଇଁ ଆତ୍ମା କାର୍ଯ୍ୟାଳୟ ପରିସରରେ ମହିଳା ଭାଗ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଗ୍ରାମ ପଞ୍ଚାୟତର ପ୍ରାୟ ୨୦ ଗୋଟି ମହିଳା ଗୋଷ୍ଠୀ ଯୋଗଦେଇଥିଲେ । ସତ୍ୟବାଦୀ ବ୍ଳକ କୃଷି ଅଧିକାରୀ କଲ୍ୟାଣ କୁମାର ରାୟ ଯୋଗ ଦେଇ ଏହି ଯୋଜନାରେ ଋୁଣ ନେଲାପରେ ସମସ୍ତେ ଯଦି ସଠିକ ଭାବେ ଋୁଣ ପରିଶୋଧ କରିବାକୁ ପଡିବ । ଋୁଣ ପରିଶୋଧକରିବା ପରେ ପୁର୍ନବାର ଅଧିକ ଟଙ୍କା ଋୁଣ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ରାୟ କହିଥିଲେ । ଗ୍ରାମ୍ୟ କୃଷି ମହିଳା କର୍ମଚାରୀ ନିବେଦିତା ଦ୍ୱିବେଦୀ ମହିଳା ଗୋଷ୍ଠୀ ମାନଙ୍କର ସଠିକ କାଗଜ ପତ୍ର କରିବା ସହ ପାଞ୍ଚ ଜଣରେ ଏକ ଗୋଷ୍ଠୀ ଗଠନ କରି ପାରିବେ । ପ୍ରତି ସଦସ୍ୟାଙ୍କୁ ବରଳାମ ଯୋଜନାରେ ୩୦ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାର ସୁବନ୍ଦୋବସ୍ଥ ରହିଛି ବୋଲି କହିଥିଲେ । 

     ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୯/୨୦୨୨---୮,୪୦   Sakhigopal News, 23/9/2022

    Blog Archive

    Popular Posts