ଜନ୍ମ ଦିନ ପାଳିତ
କଟକ--- କଟକ ଜିଲ୍ଲା ବାଙ୍କୀ ବ୍ଲକ ବରାପୁଟ ପଞ୍ଚାୟତର ପଶାଣିଆ ଗ୍ରାମର ପିତା ମୃତ୍ୟୁଞ୍ଜୟ ପ୍ରଧାନ ମାତା ଗାୟତ୍ରୀ ପ୍ରଧାନଙ୍କ ସୁକନ୍ୟା ଖୁସି ପ୍ରଧାନଙ୍କ ଦଶମତମ ଜନ୍ମଦିନ ପାଳିତ ହୋଇଯାଇଛି । ଖୁସିର ସାଙ୍ଗସାଥି ଓ ପରିବାରବର୍ଗ ବନ୍ଧୁ ପରିଜନ ଉପସ୍ଥିତ ରହି ଖୁସିକୁ ଆଶୀର୍ବାଦ କରିଥିଲେ । ପରେ ପରେ ପରିବାର ପକ୍ଷରୁ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ବଳରାମ ପାଇକରାୟ, ଶୁଭେନ୍ଦୁ ମହାପାତ୍ର, ସୂର୍ଯ୍ୟମଣୀ ମଲ୍ଲିକ, ରମେଶ କୁମାର ପଣ୍ଡା, ଓ ଟୁକୁନା ରାଉତ ଉପସ୍ଥିତ ରହିଥିଲେ। କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୮/୯/୨୦୨୨---୯,୫୫ Sakhigopal News,28/9/2022