Breaking News

ବ୍ଳକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ


 


ସାକ୍ଷୀଗୋପାଳ----ବ୍ଳକ ସ୍ତରୀୟ  ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ପାଇଁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ବୈଠକରେ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବେଠୌକରେ ସ୍ୟବାଦୀ ମଣ୍ଡଳର ଶିକ୍ଷାଧିକାରୀଣି ଶ୍ରୀମତି ଭବମ ପ୍ରଧାନ ସଭାପତିତ୍ୱ କରିଥିଲେ । ଏହି ବୈଡକରେ କପିଳେଶ୍ୱର ବିଦ୍ୟାପୀଠ ଧାନକେରା , ଗୋପିନାଥ ଦେବ ବିଦ୍ୟାପୀଠ ବିଶ୍ୱନାଥପୁର ଓ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର  ଯୋଗଦେଇଥିଲେ । ସତ୍ୟବାଦୀ ମଣ୍ଡଳର କ୍ରୀଡା ସମ୍ପାଦକ ଲକ୍ଷ୍ମୀପ୍ରସାଦ  ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ।  ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ  ସୁଚିତ୍ର ଖଟୋଇ ଧନ୍ୟବାଦ ଦେଇଥିଲେ ।  ବିଭିନ୍ନ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ । ୨୯ ତାରିଖରେ ବ୍ଳକ ସ୍ତରୀୟ ଫୁଟବଲ ଟୁର୍ଣ୍ଣମେଣ୍ଟ ହେବ ବୋଲି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ  ସୁଚିତ୍ର ଖଟୋଇଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୨୨/୯/୨୦୨୨---୮,୨୫

Blog Archive

Popular Posts